ଡାଲଚିନି ର ଉପକାରିତା
ଏହା ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ହୋଇଥାଏ |
ଆଣ୍ଟିଅକ୍ସିଡାଣ୍ଟମଣିଷ ଶରୀର ପାଇଁ ନିତାନ୍ତ ଆବଶ୍ୟକ |
ଏହା ଶରୀର ସହିତ ତ୍ୱଚା ଓ କେଶ ଲାଗି ମଧ୍ୟ ଲାଭଦାୟକ |
ଆଣ୍ଟିଇନଫ୍ଲାମେଟୋରି ଗୁଣ
ଡାଲଚିନି ରେ ଆଣ୍ଟିଇନଫ୍ଲାମେଟୋରି ଗୁଣ ଭରପୁର ହୋଇ ରହିଛି |
ଯାହା ହାଇପରଟେନସନ ,ହୃଦ ରୋଗ ଓ ଷ୍ଟ୍ରୋକ ଆଶଙ୍କା ହ୍ରାସ କରିଥାଏ |
ଡାଲଚିନି ଦ୍ୱାରା ଡାଇବେଟିସ ନିୟନ୍ତ୍ରଣ
Dalchini Benefits In Odia |
ବିଶେଷକରି ଯଦି ଡାଏଟ ରେ ଡାଲଚିନି ର ଉପଯୋଗ କରାଯାଏ | ଡାଲଚିନି ଏପରି ଏକ ମସଲା ଯାହା ସମସ୍ତ ଭାରତୀୟ ଙ୍କ ରୋଷେଇ ଘରେ ଦେଖିବାକୁ ମିଳିଥାଏ |ଏହା ଖାଦ୍ୟ କୁ ସ୍ୱାଦିଷ୍ଟ କରିବା ସହିତ ପୋଷାକତତ୍ୱ ରେ ବି ଭରପୁର ହୋଇଥାଏ |ଏଥିରେ ଥିବା ବହୁ ଔଷଧୀୟ ଗୁଣ ଟାଇପ 2 ଡାଇବେଟିସ ରେ ପୀଡିତ ଲୋକଙ୍କ କ୍ଷେତ୍ର ରେ ବ୍ଲଡ଼ ସୁଗାର ଲେବେଲ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ | ଏଣୁ ଡାଇବେଟିସ ଓ ଡାଲଚିନି ମଧ୍ୟ ରେ ଖାସ ସମ୍ପର୍କ ଥିବା ଜଣାଯାଏ |
Dalchini Benefits In Odia |
ଯେତେବେଳେ ଶରୀର ରେ ଇନ୍ସୁଲିନ ଉତ୍ପାଦକ କମ ହୋଇଥାଏ ,ସେତେବେଳେ ଶରୀରରେ ସୁଗାର ଲେବେଲ ଅନିୟନ୍ତ୍ରୀତ ହୋଇଯାଏ |ଏପରି ସ୍ଥିତି ରେ ଡାଲଚିନି ଇନ୍ସୁଲିନ ପ୍ରତିରୋଧକ କୁ କମ କରି ସମସ୍ୟା ମୁକ୍ତି ଦେଇଥାଏ |
ଅପକାରିତା
ତେବେ ଡାଲଚିନି ରୁ ଅନେକ ଲାଭ ମିଳୁଥିବା ବେଳେ ଏକ ରିସର୍ଚ୍ଚ ରୁ ଜଣାପଡିଛି ଯେ ଏହା ଆବଶ୍ୟକ ଠାରୁ ଅଧିକ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବିପଦ ମଧ୍ୟ ସୃଷ୍ଟି ହୋଇପାରେ |ଅଧିକ ମାତ୍ରା ରେ ଡାଲଚିନି ଖାଇବା ଦ୍ୱାରା କ୍ୟାନସର ଓ ହୃଦରୋଗ ଆଶଙ୍କା ବଢିଯାଏ ଲୋ ବ୍ଲଡ଼ ଗ୍ଲୁକୋଜ ,ଶ୍ୱାସକ୍ରିୟା ରେ ମଧ୍ୟ ସମସ୍ୟା ଉପୁଜିପାରେ |
Benefits Of Cinnamon
- It has anti-viral, anti-bacterial, anti-fungal properties.
- It Contains anti-oxidant .
- Reduces Blood Pressure
- Lowers the Blood Sugar Level
- Relieves Digestive Discomfort
0 Comments