Krushna Chandra Gajapati || Maharaja Krushna Chandra Gajapati Odia Biography || Krushna Chandra Gajapati Nka Jibani || Fun Odia Fun

 ମହାରାଜା କୃଷ୍ଣଚନ୍ଦ୍ର ଗଜପତି

ଉତ୍କଳ ର ତୁଙ୍ଗବ୍ୟକ୍ତି ଗଣ ଙ୍କ ମଧ୍ୟରେ ପାରଳାମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ  ନିଆରା | ଜନ୍ମ ରୁ ମୁର୍ତ୍ୟ ପର୍ଯ୍ୟନ୍ତ ମାଟି ମା ର ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ମହନୀୟ ପ୍ରତିଭା ଙ୍କ ଦୃଷ୍ଟାନ୍ତ ଆଜି ବି ଅବିସ୍ମରଣୀୟ | 1892 ମସିହା ଏପ୍ରିଲ 26 ତାରିଖ ରେ ପାରଳାଖେମୁଣ୍ଡି ର ରାଜା ଗୌରଚନ୍ଦ୍ର ଗଜପତି ଓ ମାତା ରାଧାମଣୀ ଦେବୀ ଙ୍କ ସନ୍ତାନ ରୂପେ ଜନ୍ମଗ୍ରହଣ କରନ୍ତି କୃଷ୍ଣଚନ୍ଦ୍ର | ମଧୁବାବୁ ଙ୍କ ସହ ମିଶି ଉତ୍କଳ ସମ୍ମିଳନୀ ଗଠନ ,ସଭା ଆୟୋଜନ ,ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଲାଗି ଅହରହ ସଂଗ୍ରାମ ହିଁ ଶେଷରେ ଉତ୍କଳ କୁ ସ୍ୱତନ୍ତ୍ର ଭାଷାଭିର୍ତ୍ତିକ ପ୍ରଦେଶ ମାନ୍ୟତା ଦେବାରେ ସକ୍ଷମ ହୋଇଥିଲା 1936 ମସିହା ଅପ୍ରେଲ 1 ତାରିଖରେ |

ଏହି ସ୍ୱତନ୍ତ୍ର ପ୍ରଦେଶ ର ପ୍ରଥମ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି | ନିଜର ଅସୀମ ଧର୍ଯ୍ୟ ଓ ଅନନ୍ୟ ବ୍ୟକ୍ତିତ୍ୱ ଯୋଗୁ ଓଡିଶା ର ସେ ଦୁଇ ଦୁଇ ଥର ପ୍ରଧାନ ମନ୍ତ୍ରୀ ହୋଇ ଉତ୍କଳ ମାତା ର ସେବା କରିପାରିଥିଲେ | 

1974 ମସିହା ମଇ 25 ତାରିଖ ଦିନ ଉତ୍କଳ ମାତା ତାର ଗୋଟିଏ ଶ୍ରେଷ୍ଠ ପୁତ୍ର କୁ ହରାଇଲା | ଆଜି ଗଜପତି କୃଷ୍ଣଚନ୍ଦ୍ର ନ ଥାଇ ମଧ୍ୟ ପାରଳା ମହାବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ବ୍ରହ୍ମପୁର ସୃତିସବୁ କୁ ସାଉଁଟି ଧରି କେବଳ ଦଣ୍ଡାୟ ମାନ | ଆଜି ତିରୋଧାନ ଦିବସରେ ସେହି ବରପୁତ୍ର ଙ୍କୁ କୋଟି କୋଟି ପ୍ରଣାମ |

Notes :-

Maharaja Krushna Chandra Gajapati In Odia - Born On 26 April 1892 

Maharaja Krushna Chandra Gajapati Fathers Name In Odia - Goura Chandra Gajapati

Maharaja Krushna Chandra Gajapati Also Work As Prime Minister Of Odisha.




Here In Above Article There's Some description collected about maharaja krushna chandra Gajapati. Maharaja Krushna Chandra Gajapati nka jibani . Maharaja Krushna Chandra Gajapati Biography In Odia . Maharaja Krushna Chandra Gajapati Essay In Odia . Maharaja Khrushna Chandra Gajapati Odia Biography . Odia description about Maharaja Krushna chandra gajapati.Krushna chandra gajapati nkara odia Kahani . How krushna chandra gajapati take part in utkala sammilani in odia . Krushna chandra gajapati nka odisha gathana re bhumika .


Post a Comment

0 Comments