ପ୍ରଧାନ ଶିକ୍ଷକଙ୍କ ନିକଟକୁ ଛୁଟି ଦରଖାସ୍ତ
ମାନନୀୟ ,
ଶ୍ରୀଯୁକ୍ତ ଟାଙ୍ଗୀ ଉ . ପ୍ରା . ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ
ମହୋଦୟ ------------------ ସମୀପେଶୁ
( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ )
ମହାଶୟ ,
ନିବେଦନ ର ଅଭିପ୍ରାୟ ଏହିକି ଯେ , ମୁଁ ରମେଶ ପ୍ରଧାନ , ଶ୍ରେଣୀ - ଦଶମ , ରୋଲ ନଂ - 5 , ଗତ ତିନିଦିନ ହେଲା ତା ୧୫ . ୬ . ୨0୨୧ ରୁ ତା ୧୮ . ୬ . ୨0୨୧ ପର୍ଯ୍ୟନ୍ତ ଭୀଷଣ ଥଣ୍ଡା ଜ୍ବରରେ ପିଡୀତ ଥିଲି ଯାହାଫଳରେ ମୁଁ ବିଦ୍ୟାଳୟ ରେ ଅନୁପସ୍ଥିତ ଥିଲି |
ଏଣୁ ବିନୀତ ଅନୁରୋଧ କରେକି , ମୋତେ ଉକ୍ତ ଦିନ ଗୁଡିକ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କ ନିକଟରେ
ଚିରୋପକୃତ ହେବି |
କଟକ || ଇତି ||
ତା ୧୯ . ୬ . ୨0୨୧ ଆପଣଙ୍କର ଆଜ୍ଞାଧୀନ ଛାତ୍ର
ରମେଶ ପ୍ରଧାନ
ଶ୍ରେଣୀ - ଦଶମ
ରୋଲ ନଂ - 5
Here Our Fun Odia Fun Brings Odia Application To The Headmaster For Leave Upto 3 Days . The Odia Leave Application Above Is Wriiten In Very Simple Words So That Every One Can understand It Properly . Here For School Going Children Question Should Be Such As -
1. Write an leave application to headmaster in odia ?
2. Leave Application to Headmaster of yout school in odia language .
Fun Odia Fun Team also can help students by publishing many other application and essay in odia language . If Anyone Need More odia apllication , odia essay , odia biography details then comment here to our team . We must provide you for your study .
0 Comments